ମନ୍ଦିର ସହ ପିଟି ହେଲା ପ୍ଲେନ: ପାଇଲଟ ମୃତ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Thursday, January 5, 2023

ମନ୍ଦିର ସହ ପିଟି ହେଲା ପ୍ଲେନ: ପାଇଲଟ ମୃତ

ଭୋପାଳ: ପୁଣି ଏକ ପ୍ଲେନ୍‌ କ୍ରାଶ କରି ଜଣେ ପାଇଲଟଙ୍କ ମୃତ୍ୟୁ। ମଧ୍ୟପ୍ରଦେଶରେ ଶୁକ୍ରବାର ଏକ ପ୍ଲେନ୍‌ ମନ୍ଦିର ସହ ଧକ୍କା ହେବାରୁ ଏହାର ପାଇଲଟଙ୍କ ମୃତ୍ୟୁ ଘଟିଛି। ଏହି ଘଟଣା ଚୋରହାଟାରେ ଘଟିଛି। ଦୁର୍ଘଟଣା ପରେ ପାଇଲଟ ଗୁରୁତର ଅବସ୍ଥାରେ ସଞ୍ଜୟ ଗାନ୍ଧୀ ଡାକ୍ତରଖାନାରେ ଭର୍ତ୍ତି କରାଯାଥିଲା । ସେଠାରେ ତାଙ୍କର ମୃତ୍ୟୁ ଘଟିଥିଲା।  ବିମାନଟି ଏକ ପାଇଲଟ୍ ଟ୍ରେନିଂ କମ୍ପାନୀର ଥିବା ଜଣାପଡ଼ିଛି। ତେବେ କେଉଁ କାରଣରୁ ଏବଂ କେଉଁ ପରିସ୍ଥିତିରେ ଏହି ଦୁର୍ଘଟଣା ଘଟିଲା ସେ ନେଇ ତଦନ୍ତ ଚାଲିଛି।

The post ମନ୍ଦିର ସହ ପିଟି ହେଲା ପ୍ଲେନ: ପାଇଲଟ ମୃତ appeared first on Odisha Reporter.



from Odisha Reporter https://ift.tt/bpCkRvW

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages