''ଘର ପାଇଁ ନେତା ମାଗୁଛନ୍ତି ୩୦ ହଜାର ଦିଅ। ପଇସା ନ ଦେଲେ ଘର ମିଳିବନି''। ଏ ମହିଳା ଜଣଙ୍କୁ ଦେଖନ୍ତୁ। ଘର ଖଣ୍ତେ ପାଇଁ ଜିଲ୍ଲାପାଳଙ୍କ ଅଫିସ ଆଗରେ କିଭଳି ନେହୁରା ହେଉଛନ୍ତି। ଏଦୃଶ୍ୟ ହେଉଛି ଢେଙ୍କାନାଳ ଜିଲ୍ଲାପାଳଙ୍କ ଅଫିସ ସାମନା ଦୃଶ୍ୟ।.ଶୁଣନ୍ତୁ ମହିଳା ଜଣଙ୍କ କଣ କହୁଛନ୍ତି!
from Latest Odisha Reporter News, Breaking News Today | Top Updates on Corona - OR News https://ift.tt/H9Ges8f
No comments:
Post a Comment