ରାସ୍ତା କାମରେ ନିୟୋଜିତ ଜେସିବି ଜାଳିଦେଲେ ନକ୍ସଲ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, February 19, 2023

ରାସ୍ତା କାମରେ ନିୟୋଜିତ ଜେସିବି ଜାଳିଦେଲେ ନକ୍ସଲ

ଛତିଶଗଡ଼ର କାଙ୍କେର ଜିଲ୍ଲାରେ ମାଓବାଦୀଙ୍କ ଲଙ୍କାକାଣ୍ଡ। ପିଣ୍ଡି ଗାଁ ନିକଟରେ ରାସ୍ତା ନିର୍ମାଣ କାର୍ଯ୍ୟରେ ନିୟୋଜିତ ୨ଟି ଜେସିବି ଏବଂ ଗୋଟିଏ ମିକ୍ସସର ମେସିନ ଜାଲିଦେଇଛନ୍ତି ମାଓବାଦୀ।

ଏହି ଘଟଣାରେ ୨୦ରୁ ଅଧିକ ମହିଳା ମାଓବାଦୀ ସାମିଲ ଥିବା ଜଣାପଡିଛି। ସମସ୍ତ ଗାଡିଗୁଡିକ ଜାଳିବା ପୂର୍ବରୁ ମାଓବାଦୀମାନେ ଘଟଣାସ୍ଥଳରେ ଥିବା କର୍ମଚାରୀଙ୍କ ଠାରୁ ମୋବାଇଲ ଛଡ଼ାଇ ନେବା ସହ ସେମାନଙ୍କୁ ସେଠାରୁ ଚାଲିଯିବାକୁ କହିଥିଲେ।

ଦିନକ ପୂର୍ବରୁ ବିଏସ୍‌ଏଫ୍ ଯବାନ ଏହି ଅଞ୍ଚଳରେ ଜନସମ୍ପର୍କ ଶିବିର କରିଥିଲେ। ତେଣୁ ବିଏସ୍‌ଏଏଫ୍‌କୁ ମାଓବାଦୀ ଟାର୍ଗେଟ କରୁଥିବା ଅନୁମାନ କରି ଏଭଳି କାଣ୍ଡ ଘଟାଇଥିବା ଅନୁମାନ କରାଯାଉଛି। ଘଟଣା ସ୍ଥଳରେ ବିଏସ୍‌ଏଫ୍, ଏସ୍‌ଟିଏଫ୍ ଏବଂ ଡିଆରଜି ଯବାନ ପକ୍ଷରୁ କମ୍ବିଂ ଅପରେସନକୁ ଜୋରଦାର କରାଯାଇଛି।



from Latest Odisha Reporter News, Breaking News Today | Top Updates on Corona - OR News https://odishareporter.in/odisha/malkangiri/naxals-set-over-many-vehicles-on-fire-news-170639

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages