ପୁରୀରେ ପଶ୍ଚିମବଙ୍ଗ ଭବନ ପାଇଁ ଜମି ଦେଖିଲେ ମମତା। ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଜମି ଦେଖିଲେ। ପୁରୀ ବଳିଆପଣ୍ଡା ଅଞ୍ଚଳରେ ଜମି ଦେଖି ପସନ୍ଦ କଲେ ମମତା। ମମତାଙ୍କୁ ଜମି ଦେଖାଇଲେ ମୁଖ୍ୟ ସଚିବ ପ୍ରଦୀପ ଜେନା।
from Latest Odisha Reporter News, Breaking News Today | Top Updates on Corona - OR News https://ift.tt/bLB18uR
No comments:
Post a Comment