ଓଡିଶାର ଡାକ୍ତିରୀ ଟିମ ଗୋପାଳର ମାନସିକ ସ୍ଥିତି ଠିକ ଥିବା କହୁଛି। ରିପୋର୍ଟରେ ଗୋପାଳର ସବୁ କିଛି ଠିକ ରହିଛି। ହେଲେ କ୍ରାଇମବ୍ରାଞ୍ଚର ଏକା ଜିଦ ବାଙ୍ଗାଲୋର ନିମାହାନ୍ସ ନେବୁ। ତିନି ସପ୍ତାହ ରଖିବୁ। ସେଠାରେ କୁଆଡେ ପରୀକ୍ଷା ନିରୀକ୍ଷା ହେଲେ ଗୋପାଳ ଜଣେ ମାନସିକ ରୋଗୀ ବୋଲି ଜଣାପଡିବ। ଏମିତି କିଛି ଯୋଜନା କରିବା ବେଳକୁ କଣ୍ଟା ସାଜିଲେ କୋର୍ଟ।
from Latest Odisha Reporter News, Breaking News Today | Top Updates on Corona - OR News https://ift.tt/FgXjCir
No comments:
Post a Comment