ରାଗିଙ୍ଗ ପାଇଁ ଝୁଲିପଡିଲେ ମେଧାବୀ ଛାତ୍ରୀ! - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, March 29, 2023

ରାଗିଙ୍ଗ ପାଇଁ ଝୁଲିପଡିଲେ ମେଧାବୀ ଛାତ୍ରୀ!

ଜଣେ ମେଧାବୀ ଛାତ୍ରୀ ହୋଇ ବି କାହିଁକି ରୋଜାଲିନ ଏଭଳି ଚରମ ନିଷ୍ପତ୍ତି ନେଲେ? ସେପଟେ ଝିଅର ମୃତ୍ୟୁ ପରେ ସାଂଘାତିକ ଅଭିଯୋଗ କରିଛନ୍ତି ପରିବାରଲୋକେ। ରୋଜାଲିନ୍ ଜଣେ ମେଧାବୀ ଛାତ୍ରୀ ଥିଲେ। ୪ ଥର କ୍ୟାମ୍ପସ୍ ପାଇଁ ଚୟନ ବି ହୋଇଥିଲେ। ଏହାକୁ ନେଇ କଲେଜରେ କିଛି ସହପାଠୀ ତାଙ୍କୁ ହଇରାଣ କରୁଥିଲେ। ଏପରକି ଜଣେ ଛାତ୍ର ତାଙ୍କୁ ମାଡ଼ ମାରିଥିବା ବି ରୋଜାଲିନଙ୍କ ମାଆ ଅଭିଯୋଗ କରିଛନ୍ତି।



from Latest Odisha Reporter News, Breaking News Today | Top Updates on Corona - OR News https://ift.tt/E8BdYFk

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages