‘ମୋ ଅସନ୍ତୋଷ ସଭାପତିଙ୍କୁ ଜଣେଇଛି’ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Friday, April 28, 2023

‘ମୋ ଅସନ୍ତୋଷ ସଭାପତିଙ୍କୁ ଜଣେଇଛି’

କମିଟିକୁ ନେଇ ତାରା ପରେ ସୁର ଝାଡ଼ିଲେ ଅସନ୍ତୋଷ। ବହୁ ଅନୁପଯୁକ୍ତ ଅଛନ୍ତି। ଯାହାକୁ ନେଇ ଅସନ୍ତୁଷ୍ଟ। ମୋ ଅସନ୍ତୋଷ ବିଷୟରେ ମୁଁ ସଭାପତିଙ୍କୁ ଅବଗତ କରିଛି। ବାଦ ପଡ଼ିଥିବା କିଛି ନାଁକୁ କମିଟିରେ ସ୍ଥାନିତ କରିବାକୁ କହିଛି। କିନ୍ତୁ କମିଟିକୁ ସ୍ୱାଗତ। ଯାହାର କିଛି ଅସନ୍ତୋଷ ଅଛି ସେ ସଭାପତିଙ୍କୁ ଜଣାନ୍ତୁ। ଦଳ ବିରୋଧୀ ହୋଇ ନିର୍ବାଚନ ବର୍ଷରେ ଦଳର କ୍ଷତି ନକରନ୍ତୁ ବୋଲି କହିଲେ କଂଗ୍ରେସ ବିଧାୟକ ସୁରେଶ ରାଉତରାୟ। 



from Latest Odisha Reporter News, Breaking News Today | Top Updates on Corona - OR News https://ift.tt/RmKUDJ1

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages