ବିଜେଡି କାର୍ଯ୍ୟାଳୟର ଦୁଇଟି ଦୃଶ୍ୟ ଆପଣଙ୍କ ସାମ୍ନାରେ ଅଛି। ଗୋଟିଏ ପୂର୍ବର ଆଉ ଗୋଟିଏ ଏବେର। ୨୩ ବର୍ଷର ବିଜେଡି ଶାସନରେ ଇଏ ହେଉଛି ବିଜେଡିର ବିକାଶ। ମାତ୍ର ଦୁଇ ବର୍ଷରେ ବଦଳିଯାଇଛି ବିଜେଡି କାର୍ଯ୍ୟାଳୟର କାୟାକଳ୍ପ। ହେଲେ ରାଜ୍ୟର ବିଭିନ୍ନ ସ୍ଥାନରେ ଏହି୨୩ ବର୍ଷରେ କେତେ ବିକାଶ ହୋଇଛି ଚାଲନ୍ତୁ ଟିକେ ନଜର ପକାଇନେବା।
from Latest Odisha Reporter News, Breaking News Today | Top Updates on Corona - OR News https://ift.tt/XcCsRKh
No comments:
Post a Comment