ଉଚ୍ଚତା ୩ ଫୁଟ। କିନ୍ତୁ ଲୋକଙ୍କ ସେବା ପାଇଁ ମନରେ ଅଛି ବହୁତ ଆଶା। ସେଥିପାଇଁ ଉତ୍ତର ପ୍ରଦେଶ ମୋରଦାବାଦଠାରେ ହେବାକୁ ଥିବା ମ୍ୟୁନିସିପାଲଟି ନିର୍ବାଚନ ପାଇଁ ନାମାଙ୍କନ ଭରିଛନ୍ତି। ଆଉ ନିର୍ବାଚନ ପ୍ରଚାର ମଧ୍ୟ କରୁଛନ୍ତି ୩ ଫୁଟର ଏହି ପ୍ରାର୍ଥୀ।
from Latest Odisha Reporter News, Breaking News Today | Top Updates on Corona - OR News https://ift.tt/yCoznL1
No comments:
Post a Comment