ଝାରସୁଗୁଡ଼ା ଉପନିର୍ବାଚନ ମୈଦାନରେ ବାହୁବଳୀ ଡାଇଲଗ ମାରି ଚର୍ଚ୍ଚାରେ ଧାମନଗରର ଯୁବ ବିଧାୟକ ସୂର୍ଯ୍ୟବଂଶୀ ସୂରଜ। ବାହୁବଳୀ ଫିଲ୍ମ ମାଧ୍ୟମରେ ସରକାରଙ୍କୁ ନିଶାନା କରିଥିଲେ ସୂରଜ। କଟପା ନେ ବାହୁବଳୀ କୋ କ୍ୟୁଁ ମାରା? ସୂର୍ଯ୍ୟଙ୍କ ତୁଣ୍ଡରୁ ଏହି ଡାଇଲଗ ବାହାରିବା ମାତ୍ରେ ଲୋକେ କରତାଳି ଦେବା ଆରମ୍ଭ କରିଥିଲେ। ସମଝଦାର ଇନଷାନ କୋ ଇସରା କାଫି?
from Latest Odisha Reporter News, Breaking News Today | Top Updates on Corona - OR News https://ift.tt/VyFTRIb
No comments:
Post a Comment