୧୪ ମେ’, ରବିବାର: କୌଣସି ଖବର ଶୁଣି ମନ ଖରାପ ହେବ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Saturday, May 13, 2023

୧୪ ମେ’, ରବିବାର: କୌଣସି ଖବର ଶୁଣି ମନ ଖରାପ ହେବ

ମେଷ: ବ୍ୟବସାୟୀମାନେ ଲାଭ ପାଇବେ। ମାନସମ୍ମାନ ମିଳିବ। ପାରିବାରିକ ଜୀବନ ସୁଖମୟ ହେବ। ସୁସ୍ୱାଦୁ ଭୋଜନ କରିବେ।
କୌଣସି ଏକ ଖବର ଶୁଣି ମନ ଖୁସି ରହିବ।

ବୃଷ: କର୍ମକ୍ଷେତ୍ରରେ ଉନ୍ନତି ହେବ। ଖୁସି ଖବର ମିଳିବ। ଅର୍ଥ ପ୍ରାପ୍ତି ହେବ। ରାଜନୀତିରେ ଥିବା ବ୍ୟକ୍ତିଙ୍କୁ ଶୁଭଫଳ ମିଳିବ। ଘରକୁ ଅତିଥି ଆସିବେ।

ମିଥୁନ: ଦାମ୍ପତ୍ୟ ଜୀବନ ଭଲ ରହିବ। ଠାକୁର ପୂଜାରେ ଅଧିକ ସମୟ ଦେବେ। କୌଣସି ଖବର ଶୁଣି ମନରେ ଅସ୍ଥିରତା ବୃଦ୍ଧି ହେବ। ଅଳସୁଆ ଅନୁଭବ କରିପାରନ୍ତି।

କର୍କଟ: ବ୍ୟବସାୟରେ କ୍ଷତି ସହିବେ। ଫଳରେ ମନ ଭଲ ରହିବ ନାହିଁ। ସ୍ୱାସ୍ଥ୍ୟଜନିତ ସମସ୍ୟା ଦେଖାଯିବ। ଦୂରସ୍ଥାନକୁ ଗଲାବେଳେ ସାବଧାନତା ଅବଲମ୍ବନ କରନ୍ତୁ। ସନ୍ତାନ ମାନଙ୍କର ଚାକିରି କ୍ଷେତ୍ରରେ ବାଧାବିଘ୍ନ ଦେଖାଯିବ।

ସିଂହ: ମାଙ୍ଗଳିକ କାର୍ଯ୍ୟ ପାଇଁ ଦୂରସ୍ଥାନକୁ ଯାତ୍ରା କରିପାରନ୍ତି। ନୂଆ ବନ୍ଧୁଙ୍କ ସହିତ ଦେଖା ହେବ। ପରିବାରରେ ହସଖୁସିରେ ସମୟ ଅତିବାହିତ କଲେ ମଧ୍ୟ ଗୁପ୍ତଶତ୍ରୁ ବୃଦ୍ଧି ହେବେ।

କନ୍ୟା: ପାରିବାରିକ ସମସ୍ୟା ଦେଖାଗଲେ ମଧ୍ୟ ସହଜରେ ତା’ର ସମାଧାନ ହୋଇଯିବ। ନୂତନ ବ୍ୟବସାୟ ପାଇଁ ବନ୍ଧୁ ସାହାଯ୍ୟ କରିବେ।
ନିର୍ମାଣାଧୀନ କାର୍ଯ୍ୟ ଶେଷ ପର୍ଯ୍ୟାୟରେ ପହଞ୍ଚିବ।

ତୁଳା: ସ୍ୱାସ୍ଥ୍ୟ ସମସ୍ୟା ଦେଖାଯିବ। କର୍ମକ୍ଷେତ୍ରରେ କିଛି ପ୍ରତିବନ୍ଧକ ସୃଷ୍ଟି ହୋଇପାରେ। ସ୍ୱାମୀସ୍ତ୍ରୀଙ୍କ ମଧ୍ୟରେ ପ୍ରେମ ବଢ଼ିବ। ପାରିବାରିକ ବୁଝାମଣା ଠିକ ରହିବ। ବ୍ୟବସାୟରେ ଭଲ ଲାଭ ମିଳିବ ନାହିଁ।

ବିଛା: ପରିବାରରେ କୌଣସି ସମସ୍ୟାକୁ ନେଇ ରାଗି ଯିବେ। କର୍ମକ୍ଷେତ୍ରରେ ଗୁପ୍ତଶତ୍ରୁ ବୃଦ୍ଧି ହେବେ। ଭଲ ଭାବରେ ଭାବିଚିନ୍ତି କୌଣସି ବଡ଼ ବ୍ୟବସାୟ ପାଇଁ ଚୁକ୍ତି କରନ୍ତୁ।
ଧନୁ: କର୍ମକ୍ଷେତ୍ରରେ ଅପମାନିତ ହୋଇପାରନ୍ତି। ଜଗିରଖି ଚଳନ୍ତୁ। ଦୂରସ୍ଥାନକୁ ଯାତ୍ରା କରିବା ସହିତ ନୂଆ ବ୍ୟବସାୟ ପାଇଁ ଚୁକ୍ତି କରିପାରନ୍ତି।
ସ୍ୱାମୀସ୍ତ୍ରୀଙ୍କ ମଧ୍ୟରେ ଛୋଟ କଥାକୁ ନେଇ କଳହ ଦେଖାଯିବ।

ମକର: କୌଣସି ଖବର ଶୁଣି ମନ ଖରାପ ହେବ। ପାରିବାରିକ ଜୀବନ ଭଲ ରହିବ। ବ୍ୟବସାୟ କାମରେ ଦୂରସ୍ଥାନକୁ ଯାତ୍ରା କରିପାରନ୍ତି। ସାମାଜିକ କ୍ଷେତ୍ରରେ ମାନସମ୍ମାନ ମିଳିବ।

କୁମ୍ଭ: ପିଲାମାନଙ୍କ ସଫଳତା ଦେଖି ବାପାମା’ ଖୁସି ଅନୁଭବ କରିବେ। ଦାମ୍ପତ୍ୟ ଜୀବନ ସୁଖମୟ ହେବ। ସୁସ୍ୱାଦୁ ଭୋଜନ କରିବେ।
ଘରକୁ ନୂଆ ଅତିଥି ଆସିବେ।

ମୀନ: ପରିବାରରେ କଳହ ଦେଖାଦେବ। ସ୍ୱାସ୍ଥ୍ୟଜନିତ ସମସ୍ୟା ଦେଖାଯିବ। ରାଜନୀତି କରୁଥିବା ବ୍ୟକ୍ତିଙ୍କୁ ସଫଳତା ମିଳିବ ନାହିଁ। ଗୁପ୍ତଶତ୍ରୁ ବୃଦ୍ଧି ହେବେ।



from Latest Odisha Reporter News, Breaking News Today | Top Updates on Corona - OR News https://ift.tt/UIObHAz

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages