ଅଜଣା ସୂତ୍ରରୁ ସିଂହଭାଗ ଆୟ କରୁଛନ୍ତି ଆଞ୍ଚଳିକ ଦଳ। ଅଜଣା ସୂତ୍ରରୁ ବିଜେଡି ପାଇଛି ୨୯୧ କୋଟି। ୨୦୨୧-୨୨ ବର୍ଷରେ ବିଜେଡି ଏତେ ପରିମାଣର ଫଣ୍ଡ ପାଇଥିବା ଏଡିଆର୍ ରିପୋର୍ଟରୁ ଜଣାପଡିଛି। ଏହି ରିପୋର୍ଟ ଅନୁସାରେ ବିଜେଡି ମୋଟ ଆୟର ଏହା ୯୪ ପ୍ରତିଶତରୁ ଅଧିକ।
from Latest Odisha Reporter News, Breaking News Today | Top Updates on Corona - OR News https://ift.tt/17AsZnj
No comments:
Post a Comment