ଚାଷୀଙ୍କୁ ସବସିଡିରେ ଯନ୍ତ୍ରପାତି ବିକିବା ନାଁରେ ୩ କୋଟି ୨୨ ଲକ୍ଷ ଟଙ୍କାର ହରିଲୁଟ। ହରିଲୁଟରେ ସାମିଲ ଅଛନ୍ତି ରେମୁଣା ବିଧାୟକ ସୁଧାଂଶୁ ଶେଖର ପରିଡ଼ା। ଭିଜିଲାନସର ପ୍ରାଥମିକ ତଦନ୍ତରୁ ଏହା ଜଣାପଡ଼ିଛି। ଡିବିଟି ବା ସିଧାସଳଖ ଅନଲାଇନରେ ଫସଲ ଅମଳ ଯନ୍ତ୍ର ବା ହାର୍ଭେଷ୍ଟର ମେସିନ୍ ବିକିବା ନାଁରେ ୨୦୧୭ରୁ ୨୦୨୦ ଭିତରେ ଅର୍ଥାତ୍ ତିନି ବର୍ଷରେ ଏଭଳି ହରିଲୁଟ ହୋଇଥିବା ଭିଜିଲାନସର ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି।
from Latest Odisha Reporter News, Breaking News Today | Top Updates on Corona - OR News https://ift.tt/iS3vtul
No comments:
Post a Comment