ଆଜ ପରକଶ ପଇବ ପଲସ-ଟ କଟ ଅଫ ତଲକ - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Wednesday, July 5, 2023

ଆଜ ପରକଶ ପଇବ ପଲସ-ଟ କଟ ଅଫ ତଲକ

ଆଜି ପ୍ରକାଶ ପାଇବ ପ୍ଲସ୍-ଟୁ କଟ ଅଫ ତାଲିକା। ଉଚ୍ଚ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟ ପକ୍ଷରୁ ଦିନ ୧୧ଟା ୪୫ ରେ ପ୍ରକାଶ ପାଇବ ମେରିଟ ଲିଷ୍ଟ। ଏହାସହିତ ଛାତ୍ରଛାତ୍ରୀ ନିଜର ଇନଂଟିମେଶନ ଲେଟର ସାମସ୍ ପୋର୍ଟାଲରୁ ଡାଉନ୍ ଲୋଡ କରିପାରିବେ।

ପ୍ରଥମ ପର୍ଯ୍ୟାୟ ନାମଲେଖା ଜୁଲାଇ ୭ ରୁ ୧୩ ତାରିଖ ପର୍ଯ୍ୟନ୍ତ ଚାଲିବ। ଯୋଗ୍ୟ ବିବେଚିତ ଛାତ୍ରଛାତ୍ରୀ ମାନେ ପାଇଥିବା ଇଣ୍ଟିମେଶନ ଅନୁଯାୟୀ ନିଜ ନିଜ ହାଇଅର୍ ସେକେଣ୍ଡାରୀ ସ୍କୁଲରେ ନାମ ଲେଖାଇବେ। ୮ ରୁ ୧୪ ହେବ ସ୍ଲାଇଡ୍ ଅପ୍ ପ୍ରକ୍ରିୟା। ଏହାପରେ ଜୁଲାଇ ୧୯ ତାରିଖରେ ପ୍ରକାଶ ପାଇବ ଦ୍ୱିତୀୟ ମେରିଟ୍ ଲିଷ୍ଟ। ଜୁଲାଇ ୨୦ ରୁ ୨୨ ହେବ ଦ୍ୱିତୀୟ ପର୍ଯ୍ୟାୟ ନାମଲେଖା।

ସୂଚନାଯୋଗ୍ୟ, ଜୁନ ୩୦ରୁ ସାମସ୍ ପୋର୍ଟାଲରେ ଆବେଦନ ଶେଷ ହୋଇଥିଲା। ଚଳିତ ଥର ରାଜ୍ୟରେ ଥିବା ୨୧୫୮ ହାଇଆର ସେକେଣ୍ଡାରୀ ସ୍କୁଲରେ ଥିବା ୫ଲକ୍ଷରୁ ଅଧିକ ସିଟ୍ ପାଇଁ ଆବେଦନ କରିଛନ୍ତି ୪ଲକ୍ଷ ୭୨,୨୭୯ ଜଣ ଛାତ୍ର ଛାତ୍ରୀ।



from Latest Odisha Reporter News, Breaking News Today | Top Updates on Corona - OR News https://ift.tt/clogmbO

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages