ନବୀନଙ୍କ ମାଟିରୁ ପାଣ୍ଡିଆନଙ୍କ ପଲଟିକାଲ ଏଣ୍ଟ୍ରି ! - ଖାଣ୍ଟି ଖବର

ସମସ୍ତଙ୍କର ନଜର

ମୁଖ୍ୟ ଖବର

Home Top Ad

Responsive Ads Here

Post Top Ad

Responsive Ads Here

Sunday, August 27, 2023

ନବୀନଙ୍କ ମାଟିରୁ ପାଣ୍ଡିଆନଙ୍କ ପଲଟିକାଲ ଏଣ୍ଟ୍ରି !

ସବୁ କିଛି ଯୋଜନା ମୁତାବକ ହୋଇଥିଲା । ବିଜେଡି ଟିକେଟ ଆଶାୟୀ ନେତା ପ୍ରଦୀପଙ୍କୁ କଲେ ପ୍ରବଳ ବିରୋଧ। ବିଜେଡି କର୍ମୀ ପ୍ରଦୀପଙ୍କ ଗାଡ଼ି ଉପରକୁ ଠୋ ଠା କରି ଅଣ୍ଡା, ଟେକାପଥର ମାଡ଼ କଲେ । ଦିନ ତମାମ ସବୁ ଗଣମାଧ୍ୟମରେ କେବଳ ପ୍ରଦୀପ । ଲୋକେ କହୁଛନ୍ତି ଅଣ୍ଡା ମାରି ମାରି ବିଜେଡି ହିରୋ କରିଦେଲା ପ୍ରଦୀପଙ୍କୁ। ସନ୍ଧ୍ୟାରେ ଗୋଟେ ଭିଡିଓ ଆସିଲା ପାଣ୍ଡିଆନଙ୍କ ପ୍ରଥମ ପଲିଟିକାଲ ଷ୍ଟେଟମେଣ୍ଟ। ଏହି ବୟାନ ପରେ ଚର୍ଚ୍ଚା ତୁରନ୍ତ ରାଜନୈତିକ ମୈଦାନକୁ ଓହ୍ଲାଇବେ ପାଣ୍ଡିଆନ୍ ! ଗଞ୍ଜାମ ମାଟିରୁ ପଲିଟିକାଲ ଏଣ୍ଟ୍ରିର ଇସାରା ଦେଲେ ପାଣ୍ଡିଆନ୍ !



from Latest Odisha Reporter News, Breaking News Today | Top Updates on Corona - OR News https://ift.tt/SLMBcKG

No comments:

Post a Comment

ସ୍କୁଲ ଯାଇ ୨ ଛାତ୍ରୀ ନିଖୋଜ, ଉଦ୍ଧାର ପାଇଁ ଆକୁଳ ନିବେଦନ

ସ୍କୁଲ ଯାଇ ନିଖୋଜ ହୋଇଗଲେ ଦୁଇ ସ୍କୁଲ ଛାତ୍ରୀ।୨୪ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ହେଲାଣି ସେମାନଙ୍କର ପତ୍ତା ମିଳୁ ନ ଥିବା ବେଳେ ଚାରିଆଡ଼େ ଖୋଜି ବୁଲିଛନ୍ତି ପରିବାର ଲୋକେ। ...

Post Bottom Ad

Responsive Ads Here

Pages